Dexamethasone and Remdesivir could solve Corona puzzle, ICMR Prescribes । Nandighosha

Published by : Nandighosha TV
ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ । ଆଇସିଏମଆର୍ ଦ୍ବାରା ଅନୁମୋଦିତ ରେମଡିସିଭିର ଓ ଫାବିଫ୍ଲୁ ସବୁ ହସ୍ପିଟାଲରେ ପହଞ୍ଚିଛି । ତେବେ ଓଡ଼ିଶାକୁ ଆସିଥିବା ଔଷଧର ପରିମାଣ କମ୍ ଅଛି । ଯେଉଁଥିପାଇଁ ଏହା କେବଳ ଅତି ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ସେରୋଲୋଜିଲ ସର୍ଭେ ଚାଲିଛି
Dexamethasone and Remdesivir could solve Corona Puzzle, ICMR Prescribes । Nandighosha
#Dexamethasone #Remdesivir #ICMR
cached video

NandighoshaTV Odisha News Latest News Breaking News ICMR Dexamethasone Remdesivir